ଖାଆନ୍ତୁ ‘ସୋୟାବିନ୍‌’ ଦୂର ହେବ ଡାଇବେଟିସ୍‌

Soybean: ପ୍ରୋଟିନ୍ ବ୍ୟତୀତ ସୋୟାବିନରେ ଫାଇବର, ମିନେରାଲ୍ସ ଏବଂ ଫାଇଟୋଷ୍ଟ୍ରୋଜେନ୍ ଭଳି ଗୁଣ ରହିଛି । ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ସୋୟାବିନରେ ଅଧିକ ପରିମାଣର ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ଇ ଥାଏ । ଏଥିରେ ଆମିନୋ ଏସିଡ୍ ମଧ୍ୟ ମିଳିଥାଏ, ଯାହା ଶରୀର ନିର୍ମାଣରେ ସହାୟକ ହୋଇପାରେ । ପ୍ରୋଟିନ୍ ବ୍ୟତୀତ ସୋୟାବିନରେ ଫାଇବର, ମିନେରାଲ୍ସ ଏବଂ ଫାଇଟୋଷ୍ଟ୍ରୋଜେନ୍ ଭଳି ଗୁଣ ରହିଛି, ଯାହା … Continue reading ଖାଆନ୍ତୁ ‘ସୋୟାବିନ୍‌’ ଦୂର ହେବ ଡାଇବେଟିସ୍‌