ମନଖୋଲି ହସନ୍ତୁ, ପାଇବେ ଏହି ଫାଇଦା

Benefits Of Laughing: ହସ ଜୀବନର ସବୁଠୁ ସୁନ୍ଦର ଆଭୂଷଣ ଯାହାକୁ ଯିଏ ଯେତେବେଳେ ଚାହିଁବ ପିନ୍ଧିପାରିବ। ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ସେମାନେ ହସିବାକୁ ଭୁଲି ଯାଇଛନ୍ତି। ହସିବା ଯେ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ, ବରଂ ଏହା ଆପଣଙ୍କ ଆଖପାଖରେ ଥିବା ଲୋକଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ହସୁଥିବା ଲୋକକୁ ଯିଏ ଦେଖେ ତା’ ଭିତରେ ମଧ୍ୟ ହସିବାର ଏକ ଉତ୍ସାହ ଜନ୍ମେ। … Continue reading ମନଖୋଲି ହସନ୍ତୁ, ପାଇବେ ଏହି ଫାଇଦା