ପିଅନ୍ତୁ କଲରା ରସ, ପାଇବେ ଏହି ଫାଇଦା
Karela Juice: ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରପୂର, କଲରା ଔଷଧଠାରୁ କମ୍ ନୁହେଁ । ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫାଇବର ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ମିଳିଥାଏ। କଲରାରେ ଉପସ୍ଥିତ ଥିବା ମୋମୋର୍ଡାଇସିନ୍ ଏବଂ ପଲିପେପ୍ଟାଇଡ୍-ପି ନାମକ ଉପାଦାନ ଏହାକୁ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର କରିଥାଏ। ଏଥିରେ କ୍ୟାଲୋରୀ କମ୍ ଏବଂ ଡିଟକ୍ସାଇଫିଙ୍ଗ୍ ଗୁଣରେ ଭରପୂର । ତଥାପି, ଏହାକୁ ସୀମିତ ପରିମାଣରେ ଖାଇବାକୁ ପରାମର୍ଶ ଦିଆଯାଇଛି । ଅଧିକ ଖାଇବା … Continue reading ପିଅନ୍ତୁ କଲରା ରସ, ପାଇବେ ଏହି ଫାଇଦା
Copy and paste this URL into your WordPress site to embed
Copy and paste this code into your site to embed