ଖାଇବା ପରେ ଏକ ଚାମଚ ପାନମଧୁରୀ ଆପଣଙ୍କୁ ଏହି ରୋଗରୁ ମୁକ୍ତି ଦେଇଥାଏ

Fennel Seed: ସବୁଜ ଏବଂ କଞ୍ଚା ପାନମଧୁରୀକୁ ଆମେ ସମସ୍ତେ ପାଟି ଫ୍ରେସନର ଭାବରେ ବ୍ୟବହାର କରିଥାଉ । ପାନମଧୁରୀ ମଞ୍ଜିରେ ଥଣ୍ଡା ପ୍ରଭାବ ରହିଥାଏ, ତେଣୁ ଖରାଦିନେ ଏହାର ବ୍ୟବହାର ବଢିଯାଏ। ପାନମଧୁରୀରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ସୁସ୍ଥ ରହିବା ପାଇଁ ଜରୁରୀ ଅଟେ । ପାନମଧୁରୀର ସବୁଠାରୁ ବଡ଼ ଫାଇଦା ହେଉଛି ଏହା ସ୍ମରଣଶକ୍ତି ବଢ଼ାଇବା ସହ ଶରୀରକୁ ଥଣ୍ଡା ରଖିଥାଏ। ପାନମଧୁରୀରେ କ୍ୟାଲସିୟମ, ସୋଡିୟମ, ଆଇରନ ଓ ପୋଟାସିୟମ ଭଳି … Continue reading ଖାଇବା ପରେ ଏକ ଚାମଚ ପାନମଧୁରୀ ଆପଣଙ୍କୁ ଏହି ରୋଗରୁ ମୁକ୍ତି ଦେଇଥାଏ