ଜାଣନ୍ତୁ, ଉପବାସ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ?

Benefits Of Fasting: ବ୍ରତ ବା ଉପବାସ ଆମ ସଂସ୍କୃତି ଏବଂ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଉପବାସ ଦ୍ୱାରା ହଜମ ପ୍ରକ୍ରିୟା ଭଲ କାମ କରିବା ଆରମ୍ଭ କରେ ଏବଂ ସେଥିପାଇଁ ଆପଣ କୋଷ୍ଠକାଠିନ୍ୟ, ଷ୍ଟ୍ରେସ ଏବଂ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଏହା ମନକୁ ଶାନ୍ତ ରଖେ, ଏହି ସମୟ ମଧ୍ୟରେ ଆପଣ ଅନୁଭବ କରିବ ଯେ ଆପଣଙ୍କୁ କମ୍ କ୍ରୋଧ ଆସିବ ଏବଂ ଆରାମଦାୟକ ମନୋଭାବ ରହିଥାଏ । ଚିନ୍ତା ଏବଂ … Continue reading ଜାଣନ୍ତୁ, ଉପବାସ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ?