ଖାଆନ୍ତୁ ଡାର୍କ ଚକୋଲେଟ୍ ଏବଂ ସୁସ୍ଥ ରୁହନ୍ତୁ

BENEFITS OF DARK CHOCOLATE: ଚକୋଲେଟ୍‌ ଖାଇବାକୁ କାହାକୁ ବା ଭଲ ନଲାଗେ । ଡାର୍କ ଚକୋଲେଟ୍ ହେଉଛି ଚକୋଲେଟ୍ ଯେଉଁଥିରେ ଅନ୍ୟ ପ୍ରକାରର ଚକୋଲେଟ୍ ଅପେକ୍ଷା ଅଧିକ କୋକୋ ଏବଂ କମ୍ ଚିନି ଥାଏ । ଦୁଗ୍ଧ ଚକୋଲେଟ୍ ଅପେକ୍ଷା ଏହା ସାଧାରଣତଃ ଅଧିକ ଲାଭଦାୟକ ଏବଂ କମ୍ ମିଠା ଅଟେ । ସ୍ୱାସ୍ଥ୍ୟର ବିଭିନ୍ନ ଦିଗରେ ଏହାକୁ ଖାଇବାର ଅନେକ ଲାଭ ଅଛି । ଏହାକୁ ସୀମିତ ପରିମାଣରେ ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି … Continue reading ଖାଆନ୍ତୁ ଡାର୍କ ଚକୋଲେଟ୍ ଏବଂ ସୁସ୍ଥ ରୁହନ୍ତୁ