Benefit from the budget? ।। ବଜେଟ୍ରୁ ଲାଭ ପାଇବାକୁ ଆମେ ଯୋଗ୍ୟ କି?
ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ପାଇଁ ବର୍ଷକର ଆୟବ୍ୟୟ ବିବରଣୀ ସଂସଦରେ ଆଗତ କରିଛନ୍ତି। ଯାହାକୁ ଆମେ ବଜେଟ୍ କହୁଛୁ। ଏହି ବଜେଟ୍ ଆଗତ ହେବାପରେ ଆମ ରାଜ୍ୟ ପାଇଁ କ’ଣ ବ୍ୟବସ୍ଥା କରାଯାଇଛି, କ’ଣ କରାଯାଇ ପାରିଲା ନାହିଁ ତାହା ଉପରେ ବିତର୍କ ଆରମ୍ଭ ହୋଇଯାଇଛି ? ଆମ ରାଜ୍ୟର ବିରୋଧୀ ନେତାମାନେ ଏହି ବଜେଟ୍ ଶୁଆ ଭଳି ପୂର୍ବରୁ ଘୋଷିଥିବା ଶବ୍ଦ ଅନ୍ତଃସାରଶୂନ୍ୟ କହିବା ସହିତ ଓଡ଼ିଶା ଅବହେଳିତ ବୋଲି କହିଛନ୍ତି। … Continue reading Benefit from the budget? ।। ବଜେଟ୍ରୁ ଲାଭ ପାଇବାକୁ ଆମେ ଯୋଗ୍ୟ କି?
Copy and paste this URL into your WordPress site to embed
Copy and paste this code into your site to embed