ଭାରତ ବିରୋଧରେ ‘ଭିକାରୀ ମେଣ୍ଟ’, ଉତ୍ତରପୂର୍ବ ଭାରତକୁ ଅଶାନ୍ତ କରିବାକୁ ଚୀନ୍ ଚାଲ
ଏବେ ତିନିଜଣ ମିଶି କରିଛନ୍ତି ମେଣ୍ଟ। ମେଣ୍ଟର ଲକ୍ଷ୍ୟ ହେଲା ଭାରତକୁ ବରବାଦ କରିବା। ବେଇମାନ ହେଉଛି ବାଂଲାଦେଶ। ସେଇ ବାଂଲାଦେଶ, ଯାହାକୁ ୫୦ ବର୍ଷ ତଳେ ପାକିସ୍ତାନ କରିଥିଲା କଲବଲ। ବଜାତ କିଏ ଆପଣ ଜାଣିସାରିବେଣି। ଅପରେସନ୍ ସିନ୍ଦୁର ମାଡ଼ରେ ତ୍ରାହିମାମ୍ ତ୍ରାହିମାମ୍ ଡାକି ଶରଣ ପଶିଥିବା ପାକିସ୍ତାନ ବି ସାମିଲ ଅଛି ଏହି ଦୁଷ୍ଟ ମେଣ୍ଟରେ। ଆଉ ତୃତୀୟ ଜଣକ ହେଉଛି ପୁରା ମେଣ୍ଟର ମାଷ୍ଟର ମାଇଣ୍ଡ୍, ଦଗାବାଜ ଚୀନ୍। ସେହି ଚୀନ୍ ଯିଏ … Continue reading ଭାରତ ବିରୋଧରେ ‘ଭିକାରୀ ମେଣ୍ଟ’, ଉତ୍ତରପୂର୍ବ ଭାରତକୁ ଅଶାନ୍ତ କରିବାକୁ ଚୀନ୍ ଚାଲ
Copy and paste this URL into your WordPress site to embed
Copy and paste this code into your site to embed