Before death most people eager to know about what and which type of queries they do ।। ମୃତ୍ୟୁ ପୂର୍ବରୁ କ’ଣ ବ୍ୟକ୍ତି ଜାଣିପାରେ ଯେ, ସେ ମରିବାକୁ ଯାଉଛି? ମରିବା କାଳରେ ମଣିଷ କ’ଣ କହିବାକୁ ଚାହିଁଥାଏ ?

ପାଣ୍ଡବମାନେ ଯେତେବେଳେ ବନବାସରେ ସମୟ କାଟୁଥିଲେ, ସେତେବେଳେ ପାଣ୍ଡବ ଭାଇମାନେ ତୃଷ୍ଣାର୍ତ ହୋଇ ଏକ ସରୋବରରୁ ପାଣି ପିଇବାକୁ ଗଲେ। ସେହି ସରୋବରର ରକ୍ଷକ ଥିଲା ଏକ ଯକ୍ଷ। ସେ ସମସ୍ତ ଭାଇମାନଙ୍କୁ କହିଲା ଯେ ସେମାନେ ପ୍ରଥମେ ତାଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତୁ, ତାପରେ ପାଣି ପିଅନ୍ତୁ। କୌଣସି ପାଣ୍ଡବ ଭାଇ ଏହା କଲେ ନାହିଁ। ବଦଳରେ, ଜୋରଜବରଦସ୍ତ ପାଣି ପିଇବାର ଦଣ୍ଡ ସ୍ୱରୂପ ସେମାନେ ମରିଗଲେ। ତାପରେ ଯୁଧିଷ୍ଠିର ପାଣି ପିଇବାକୁ ଆସିଲେ। ସେ … Continue reading Before death most people eager to know about what and which type of queries they do ।। ମୃତ୍ୟୁ ପୂର୍ବରୁ କ’ଣ ବ୍ୟକ୍ତି ଜାଣିପାରେ ଯେ, ସେ ମରିବାକୁ ଯାଉଛି? ମରିବା କାଳରେ ମଣିଷ କ’ଣ କହିବାକୁ ଚାହିଁଥାଏ ?