Bedroom ।। ବେଡ୍ ରୁମରେ ଏମିତି ହେଉଛି କି ? ଆଜି ସମାଧାନ କରନ୍ତୁ

ବେଡ୍ ରୁମ ଆଭ୍ୟନ୍ତରୀଣ ସଜାଉଥିବା ସମୟରେ ଡ୍ରେସିଂ ଟେବୁଲକୁ ଗୁରୁତ୍ୱ ଦିଆଯାଏ । ସକାଳ ଆରମ୍ଭ ହେବା ସହିତ ମହିଳାମାନେ ଏହି ଟେବୁଲ ସାମ୍ନାରେ ବସି ମେକଅପ୍ କରିଥାଆନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଡ୍ରେସିଂ ଟେବୁଲକୁ ଯଥାସ୍ଥାନରେ ନ ରଖିଲେ ଦାମ୍ପତ୍ୟ ଜୀବନ ଏବଂ ସ୍ୱାସ୍ଥ୍ୟରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ବାସ୍ତୁ ଅନୁସାରେ ଡ୍ରେସିଂ ଟେବୁଲକୁ ବେଡ୍ ରୁମର ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ୍। ଏହି ସଠିକ୍ ଦିଗ ରଖିବା ଦ୍ୱାରା … Continue reading Bedroom ।। ବେଡ୍ ରୁମରେ ଏମିତି ହେଉଛି କି ? ଆଜି ସମାଧାନ କରନ୍ତୁ