ଶୁଖି ଦାମ୍ପତ୍ୟ ପାଇଁ ଆପଣାନ୍ତୁ ଏହି ବେଡରୁମ୍ ଟିପ୍ସ: ବାସ୍ତୁ

Vastu Tips: ପାରସ୍ପରିକ ପ୍ରେମ, ଯତ୍ନ ଏବଂ ସମ୍ମାନ ଯେ କୌଣସି ସୁସ୍ଥ ସମ୍ପର୍କର ମୁଖ୍ୟ ଭିତ୍ତିଭୂମି । ଏହା ହିଁ ଅଧିକାଂଶ ଦମ୍ପତିଙ୍କୁ ପ୍ରେରଣା ଦେଇଥାଏ । ବାସ୍ତୁଶାସ୍ତ୍ର, ଏକ ପ୍ରେମପୂର୍ଣ୍ଣ ସମ୍ପର୍କର ରୋମାନ୍ସକୁ ବଢ଼ାଇବା ପାଇଁ ଆଖପାଖରେ ଥିବା ଶକ୍ତିକୁ ବଢ଼ାଇଥାଏ । ମାଷ୍ଟର ବେଡରୁମ୍ ରେ ଶଯ୍ୟାର ସଠିକ୍ ସ୍ଥିତି ଦକ୍ଷିଣ ଦିଗ କିମ୍ବା ଦକ୍ଷିଣ-ପଶ୍ଚିମରେ ହେବା ଉଚିତ, ଏପରି ନହେଲେ ଏହା ସମ୍ପର୍କରେ ବାରମ୍ବାର ବିଫଳତା ସୃଷ୍ଟି କରିପାରେ ଏବଂ ଏହା … Continue reading ଶୁଖି ଦାମ୍ପତ୍ୟ ପାଇଁ ଆପଣାନ୍ତୁ ଏହି ବେଡରୁମ୍ ଟିପ୍ସ: ବାସ୍ତୁ