୪ ରାଜ୍ୟର ରଣକ୍ଷେତ୍ର: କାହାର ଗଡ଼ ରହିବ, କିଏ ହାରିବ? || Battlefields of the Four Kingdoms: Who will have the fort, who will lose?

ଆଜି ଭାରତୀୟ ରାଜନୀତି ଏକ ବଡ଼ ଛକ ଉପରେ ଛିଡ଼ା ହୋଇଛି । ଚାରିଟି ରାଜ୍ୟ – କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆସାମ । ଏହି ଚାରିଟି ରାଜ୍ୟରେ ଚାରିଜଣ ମହାରଥୀ ନିଜ ନିଜର ଗଡ଼ ରକ୍ଷା କରିବା ପାଇଁ ଲଢ଼େଇ କରୁଛନ୍ତି । କିନ୍ତୁ ଏହି ଲଢ଼େଇ କେବଳ ସରକାର ଗଢ଼ିବା ପାଇଁ ନୁହେଁ, ବରଂ ନିଜର ଅସ୍ତିତ୍ୱ ଏବଂ ଆଦର୍ଶବାଦକୁ ବଞ୍ଚାଇବା ପାଇଁ । ତେବେ କେମିତି ଏହି ନିର୍ବାଚନ ଜାତୀୟ ରାଜନୀତିର … Continue reading ୪ ରାଜ୍ୟର ରଣକ୍ଷେତ୍ର: କାହାର ଗଡ଼ ରହିବ, କିଏ ହାରିବ? || Battlefields of the Four Kingdoms: Who will have the fort, who will lose?