ପଶ୍ଚିମବଙ୍ଗ ରାଜନୀତିର ଏପିସେଣ୍ଟର ବା କେନ୍ଦ୍ରବିନ୍ଦୁ କୁହାଯାଉଥିବା ‘ନନ୍ଦିଗ୍ରାମ’ ପୁଣିଥରେ ଏକ ହାଇଭୋଲଟେଜ୍ ରାଜନୈତିକ ନାଟକର ମଞ୍ଚ ପାଲଟିଛି। ଗୋଟିଏ ପଟେ ସାଂଗଠନିକ କୌଶଳରେ ପାରଙ୍ଗମ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଜେପିର ବରିଷ୍ଠ ରଣନୀତିକାର ଧର୍ମେନ୍ଦ୍ର ପ୍ରଧାନ ଥିବାବେଳେ, ଅନ୍ୟପଟେ ଅଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ମମତା ବାନାର୍ଜୀ। ୨୦୨୧ ମସିହା ବିଧାନସଭା ନିର୍ବାଚନର ସ୍ମୃତିକୁ ଉଜ୍ଜୀବିତ କରି ପୁଣିଥରେ ନନ୍ଦିଗ୍ରାମ ଆସନରେ ଏହି ଦୁଇ ବଡ଼ ଚେହେରା ପରୋକ୍ଷ ଏବଂ … Continue reading ନନ୍ଦିଗ୍ରାମରେ ମହାସମର: ପୁଣି ମୁହାଁମୁହିଁ ଧର୍ମେନ୍ଦ୍ର ଓ ମମତା, ସାଂଗଠନିକ କୌଶଳରେ କିଏ ମାରିବ ବାଜି? || Battle in Nandigram
Copy and paste this URL into your WordPress site to embed
Copy and paste this code into your site to embed