Basavaraj’s death left the Maoists leaderless.।। ବାସବରାଜୁଙ୍କ ମୃତ୍ୟୁ ମାଓବାଦୀମାନଙ୍କୁ ନେତୃତ୍ୱହୀନ କରିଦେଇଚି

ଡିସେମ୍ବର ୨୦୨୩ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଛତିଶଗଡ଼ର ବିଷ୍ଣୁ ଦେଓ ସାଇଙ୍କ ସରକାର ମାଓ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ଜୋରଦାର ଅଭିଯାନ ଆରମ୍ଭ କରିଛନ୍ତି। ପୂର୍ବ ବର୍ଷ ଅର୍ଥାତ୍‍ ୨୦୨୪ରେ, ୨୧୯ ଜଣ ବାମପନ୍ଥୀ ଉଗ୍ରବାଦୀଙ୍କୁ ହତ୍ୟା କରାଯାଇଥିଲା, ଯାହା ରାଜ୍ୟ ପ୍ରତିଷ୍ଠା ପରଠାରୁ ସର୍ବାଧିକ ବାର୍ଷିକ ମୃତ୍ୟୁ ସଂଖ୍ୟା ଥିଲା। ଚଳିତ ବର୍ଷ, ସେହି କାର୍ଯ୍ୟ ଆହୁରି ବୃଦ୍ଧି ପାଇଛି। ବୁଧବାର ଦିନ ସିପିଆଇ (ମାଓବାଦୀ) ସାଧାରଣ ସମ୍ପାଦକ ନାମ୍ବାଲା କେଶବ ରାଓ (ଯିଏ … Continue reading Basavaraj’s death left the Maoists leaderless.।। ବାସବରାଜୁଙ୍କ ମୃତ୍ୟୁ ମାଓବାଦୀମାନଙ୍କୁ ନେତୃତ୍ୱହୀନ କରିଦେଇଚି