ବାରବାଟୀ ଲାଇଟ ଖରାପ : ଓସିଏଠାରୁ ସ୍ପଷ୍ଟୀକରଣ ମାଗିବେ ସରକାର
Barabati : ଫ୍ଲଡ୍ ଲାଇଟ୍ ଖରାପ ଯୋଗୁଁ ୨୫ ମିନିଟ୍ ବନ୍ଦ ରହିଲା ଖେଳ। କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଫ୍ଲଡ୍ ଲାଇଟ୍ ଖରାପ ଯୋଗୁଁ ୨୫ ମିନିଟ୍ ଖେଳ ବନ୍ଦ ରହିବା ଘଟଣାରେ ଓଡ଼ିଶା ସରକାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)କୁ ସ୍ପଷ୍ଟୀକରଣ ମାଗିବେ ବୋଲି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା … Continue reading ବାରବାଟୀ ଲାଇଟ ଖରାପ : ଓସିଏଠାରୁ ସ୍ପଷ୍ଟୀକରଣ ମାଗିବେ ସରକାର
Copy and paste this URL into your WordPress site to embed
Copy and paste this code into your site to embed