ନେଇନଥିବା ଋଣ ପାଇଁ ଭିନ୍ନକ୍ଷମଙ୍କ ଘର ସିଲ୍‌ କଲେ ବ୍ୟାଙ୍କ କତ୍ତୃପକ୍ଷ, ବିଗତ ୨୦ ଦିନ ହେବ ବେଘର ପରିବାର || Bank authorities seal house of disabled person for unpaid loan, family has been homeless for past 20 days

ବ୍ୟାଙ୍କ ଏବଂ ରାଜସ୍ୱ ବିଭାଗର ଏକ ସାଙ୍ଘାତିକ ତ୍ରୁଟି ଓ ଚରମ ଅବହେଳା ଯୋଗୁଁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଓ ତାଙ୍କ ପରିବାର ନିଜ ଭିଟାମାଟିରୁ ବିତାଡ଼ିତ ହୋଇ ବେଘର ହୋଇଯାଇଛନ୍ତି। ଯେଉଁ ଋଣ ସେ କେବେ ନେଇନାହାନ୍ତି, ସେହି ଋଣର କିସ୍ତି ପୈଠ ନ କରିବା ଅଭିଯୋଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଘରକୁ ସିଲ୍ କରିଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଗୌତମପାଲି ଗ୍ରାମରୁ ଏଭଳି ଏକ ସମ୍ବେଦନଶୀଳ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ … Continue reading ନେଇନଥିବା ଋଣ ପାଇଁ ଭିନ୍ନକ୍ଷମଙ୍କ ଘର ସିଲ୍‌ କଲେ ବ୍ୟାଙ୍କ କତ୍ତୃପକ୍ଷ, ବିଗତ ୨୦ ଦିନ ହେବ ବେଘର ପରିବାର || Bank authorities seal house of disabled person for unpaid loan, family has been homeless for past 20 days