ବାଂଲାଦେଶର ନୂତନ ନେତୃତ୍ୱ ଓ ଭାରତ-ଢାକା ସମ୍ପର୍କର ଭବିଷ୍ୟତ ଦକ୍ଷିଣ ଏସିଆର ରାଜନୀତିରେ ବାଂଲାଦେଶ ସବୁବେଳେ ଏକ ସେନ୍ସିଟିଭ୍ ଏବଂ ନିର୍ଣ୍ଣାୟକ ଭୂମିକା ନେଇଆସିଛି। ଗଙ୍ଗା-ବ୍ରହ୍ମପୁତ୍ର ଉପତ୍ୟକାର ଏହି ଦେଶ ଭୂଗୋଳ, ଇତିହାସ ଓ ସଂସ୍କୃତିରେ ଭାରତ ସହ ଗଭୀର ଭାବରେ ଜଡିତ। ଏମିତି ସମୟରେ ଢାକାରେ ହୋଇଥିବା ସାମ୍ପ୍ରତିକ ନିର୍ବାଚନ କେବଳ ଏକ ଶାସନ ପରିବର୍ତ୍ତନ ନୁହେଁ— ଏହା ଆଞ୍ଚଳିକ ଶକ୍ତି ସନ୍ତୁଳନର ଏକ ନୂଆ ପର୍ବର ଆରମ୍ଭ। ବାଂଲା ଦେଶ ନ୍ୟାସନାଲ ପାର୍ଟି (ବିଏନପି) … Continue reading ମାଆଙ୍କ ପଥ ନା ନୂଆ ଦିଗ?
Copy and paste this URL into your WordPress site to embed
Copy and paste this code into your site to embed