Bangladeshis are shocked by the start of Pre-SIR in Odisha ।। ଓଡ଼ିଶାରେ ପ୍ରି-ଏସଆଇଆର ଆରମ୍ଭ , ଥରିଲେଣି ବାଂଲାଦେଶୀ

ଓଡ଼ିଶାରେ ଲୁଚିକି ରହୁଥିବା ବଂଲାଦେଶୀ ସାବଧାନ । ଏଥର ଆଉ ତ୍ରାହି ନାହିଁ । ଲୋକତନ୍ତ୍ରର ମୂଳ ଆଧାର ହେଉଛି ଭୋଟର ତାଲିକା। ଏହା ଯେତେ ସଠିକ୍, ସ୍ୱଚ୍ଛ ଓ ସମାବେଶୀ, ଲୋକତନ୍ତ୍ର ସେତେ ସୁଦୃଢ଼। ଭୋଟର ତାଲିକାରେ ଗୋଟିଏ ନାମ ଥିବା କେବଳ ଏକ ପ୍ରଶାସନିକ ଅଭ୍ୟାସ ନୁହେଁ; ଏହା ଗୋଟିଏ ନାଗରିକର ରାଜ୍ୟ ସହିତ ସମ୍ପର୍କର ସ୍ୱୀକୃତି। ସେହିପରି, ଭୋଟର ତାଲିକାରେ ନାମ ହଟିଯିବା କିମ୍ବା ସନ୍ଦେହାସ୍ପଦ ହୋଇଯିବା ଗୋଟିଏ ନାଗରିକ ପାଇଁ କେବଳ … Continue reading Bangladeshis are shocked by the start of Pre-SIR in Odisha ।। ଓଡ଼ିଶାରେ ପ୍ରି-ଏସଆଇଆର ଆରମ୍ଭ , ଥରିଲେଣି ବାଂଲାଦେଶୀ