ନୂଆ ବନ୍ଧୁମାନଙ୍କୁ ନେଇ ବାଂଲାଦେଶର ମହମ୍ମଦ ୟୁନୁସ କେମିତି ଭାରତ ବିରୋଧରେ ତିଆରି କରୁଛନ୍ତି ‘ରିଙ୍ଗ୍ ଅଫ୍ ଫାୟାର’?

Mohammad Yunus Creating A Ring Of Fire For India: ଶେଖ୍ ହସିନାଙ୍କ କାର୍ଯ୍ୟକାଳରେ ଚୀନ୍ ପୂର୍ବରୁ ବାଂଲାଦେଶରେ ଅନୁପ୍ରବେଶ କରିସାରିଥିବାବେଳେ ଏବେ ମହମ୍ମଦ ୟୁନୁସ୍ ବାଂଲାଦେଶରେ ଚୀନ୍ ପାଇଁ ସମ୍ପୂର୍ଣ୍ଣ ଦ୍ୱାର ଖୋଲି ଦେଇଛନ୍ତି। ଏହାବ୍ୟତୀତ ପାକିସ୍ତାନ ପୁଣିଥରେ ବାଂଲାଦେଶରେ ଅନୁପ୍ରବେଶ କରିଛି। ବାଂଲାଦେଶ ଓ ପାକିସ୍ତାନର ସାମରିକ ନେତାଙ୍କ ମଧ୍ୟରେ ବୈଠକ ଚାଲିଛି। ବାଂଲାଦେଶର ସାମ୍ବାଦିକ ଓ ନେତାମାନେ ପ୍ରଶିକ୍ଷଣ ପାଇଁ ବେଜିଂ ଯାଉଛନ୍ତି। ଭାରତର ଶତ୍ରୁ ପଡ଼ୋଶୀଙ୍କ ତାଲିକା ଲମ୍ବା ହେବାରେ … Continue reading ନୂଆ ବନ୍ଧୁମାନଙ୍କୁ ନେଇ ବାଂଲାଦେଶର ମହମ୍ମଦ ୟୁନୁସ କେମିତି ଭାରତ ବିରୋଧରେ ତିଆରି କରୁଛନ୍ତି ‘ରିଙ୍ଗ୍ ଅଫ୍ ଫାୟାର’?