ଜଳୁଛି ବାଂଲାଦେଶ; ଓଡ଼ିଶାକୁ ସତର୍କ ସଂକେତ || Bangladesh is burning; Alert signal for Odisha

ବାଂଲାଦେଶରେ ଭାରତ ବିରୋଧୀ ସ୍ୱରକୁ ନେଇ ଚର୍ଚ୍ଚା, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ରାଜନୀତି ଗରମ ପଶ୍ଚିମବଙ୍ଗର ରାଜନୀତି, ବାଂଲାଦେଶରେ ଭାରତ ବିରୋଧୀ ପ୍ରଦର୍ଶନ ଓ ସୀମା ସୁରକ୍ଷା ପ୍ରସଙ୍ଗକୁ ନେଇ ଦେଶର ପୂର୍ବ ଅଞ୍ଚଳରେ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା କିଛି ଭିଡିଓ ଏବଂ ବାଂଲାଦେଶରେ ହେଉଥିବା କିଛି ପ୍ରଦର୍ଶନକୁ ନେଇ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ମତ ରଖୁଛନ୍ତି। ଏହି ଘଟଣାକୁ କେହି “ରାଷ୍ଟ୍ର ସୁରକ୍ଷା” ସହ ଯୋଡ଼ୁଥିବାବେଳେ, … Continue reading ଜଳୁଛି ବାଂଲାଦେଶ; ଓଡ଼ିଶାକୁ ସତର୍କ ସଂକେତ || Bangladesh is burning; Alert signal for Odisha