Bangladesh: ବାଂଲାଦେଶକୁ “ସମୁଦ୍ରର ଏକମାତ୍ର ସଂରକ୍ଷକ” ବୋଲି କହିଛନ୍ତି ଏବଂ ଚୀନକୁ ଏହି ଅଞ୍ଚଳରେ ” ବାଣିଜ୍ୟ ବିସ୍ତାର” କରିବାକୁ ନିମନ୍ତ୍ରଣ ଦେଇଛନ୍ତି, ଏହା ଭାରତ ପାଇଁ ଏକ ରଣନୀତିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ବୟାନ ଚିକେନ୍ ନେକ୍ (ସିଲିଗୁଡ଼ି କରିଡର) ଉପରେ କେନ୍ଦ୍ରିତ, ଯାହା ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ମୁଖ୍ୟ ଭୂଖଣ୍ଡ ସହ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ ଭୂଖଣ୍ଡ ଅଟେ। ଏହା ଭାରତର ଜାତୀୟ ସୁରକ୍ଷା ଓ ଅଖଣ୍ଡତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। … Continue reading ନିଜକୁ ‘ସମୁଦ୍ରର ସଂରକ୍ଷକ’ କହି ଚୀନକୁ ବଙ୍ଗୋପସାଗରରେ ଖେଳ କରିବାକୁ ବାଂଲା ସରକାରଙ୍କ ଖୋଲା ନିମନ୍ତ୍ରଣ,କ’ଣ କରିବ ଭାରତ
Copy and paste this URL into your WordPress site to embed
Copy and paste this code into your site to embed