Bangladesh election ।। ନିର୍ବାଚନ ବେଳେ ବାଂଲାଦେଶରେ ଚାଲିଛି ଏମିତି । ସୀମାରେ ଭାରତ ପ୍ରଭାବିତ !

ଗତ କିଛି ମାସରେ ବାଂଲାଦେଶରେ ହିନ୍ଦୁମାନଙ୍କ ବିରୋଧରେ ହିଂସା ଗମ୍ଭୀର ରୂପ ନେଇଛି। ଡିସେମ୍ବର ୨୦୨୫ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ କମସେକମ ୧୫ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଭିଡ଼ ହିଂସା, ନିଆଁ ଲଗାଇଦେବା ଓ ହତ୍ୟା ଭଳି ଘଟଣାରେ ଦୀପୁ ଚନ୍ଦ୍ର ଦାସଙ୍କ ମୃତ୍ୟୁ ସବୁଠାରୁ ଅତିକ୍ରମଣୀୟ ଦୃଶ୍ୟ ଥିଲା । ୨୦୨୪ରେ ଜୁଲାଇ-ଅଗଷ୍ଟ ମାସରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ପରେ ଶେଖ୍ ହସିନା ଦେଶ ଛାଡ଼ି ଭାରତକୁ ଆସିବାକୁ ବାଧ୍ୟ ହେଲେ। ପରେ … Continue reading Bangladesh election ।। ନିର୍ବାଚନ ବେଳେ ବାଂଲାଦେଶରେ ଚାଲିଛି ଏମିତି । ସୀମାରେ ଭାରତ ପ୍ରଭାବିତ !