ବାଂଲାଦେଶକୁ ଫୁଲ ଏବଂ ମିଠା ପଠାଇଲେ ମମତା ବାନାର୍ଜୀ ।। Bangladesh Election

ବାଂଲାଦେଶର ସାଧାରଣ ନିର୍ବାଚନରେ ତାରିକ ରହମାନଙ୍କ ବିଜୟ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ତାଙ୍କୁ ଫୁଲ ଓ  ମିଠା ପଠାଇ ବିଜୟ ଅଭିନନ୍ଦନ କରିଛନ୍ତି । ତାରିକ ରହମାନ  ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ଭାବେ ସମ୍ପ୍ରତିକ ନିର୍ବାଚନରେ ବହୁମତ ହାସଲ କରିଥିବାରେ ଏହି ଅଭିନନ୍ଦନ ପ୍ରକାଶ କରାଯାଇଛି । ଢାକାର ଗୁଲସନ ଅଞ୍ଚଳରେ ଥିବା ଦଳର ସଭାପତିଙ୍କ ରାଜନୈତିକ କାର୍ଯ୍ୟାଳୟରେ ବିଏନପି ମିଡିଆ ସେଲ୍ ସଦସ୍ୟ ଅତିକୁର ରହମାନ ରୁମାନ ଉପହାର ଗ୍ରହଣ କରିଛନ୍ତି। … Continue reading ବାଂଲାଦେଶକୁ ଫୁଲ ଏବଂ ମିଠା ପଠାଇଲେ ମମତା ବାନାର୍ଜୀ ।। Bangladesh Election