ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରାଯାଉ: ବାଂଲାଦେଶ
ବାଂଲାଦେଶ ଶେଖ୍ ହସିନାଙ୍କୁ ଭାରତରୁ ପ୍ରତ୍ୟାର୍ପଣ କରିବାକୁ ଦାବି କରିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟର ଉପଦେଷ୍ଟା ମହମ୍ମଦ ତୌହିଦ ହୁସେନ ସୋମବାର କହିଛନ୍ତି ଯେ ଶେଖ୍ ହସିନାଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଯୋଗ ଦେବା ପାଇଁ ଫେରାଇ ଦିଆଯାଉ ବୋଲି ସେ ଭାରତକୁ ଜଣାଇଛନ୍ତି। ତେବେ ବାଂଲାଦେଶ ମୌଖିକଭାବେ ଭାରତକୁ ଏହା ଜଣାଇଥିବା ଜଣାପଡ଼ିଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚଳିତ ବର୍ଷ ଅଗଷ୍ଟ ୫ରୁ ଭାରତରେ ଅଛନ୍ତି। ବାଂଲାଦେଶର ଗୃହ ମନ୍ତ୍ରାଳୟର ଉପଦେଷ୍ଟା ଲେଫ୍ଟନାଣ୍ଟ ଜେନେରାଲ … Continue reading ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରାଯାଉ: ବାଂଲାଦେଶ
Copy and paste this URL into your WordPress site to embed
Copy and paste this code into your site to embed