ବାଂଲାଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ୟୁନୁସଙ୍କ ବିରୋଧରେ ବିଦ୍ରୋହର ସ୍ୱର

Bangladesh: ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶାନ୍ତିପ୍ରିୟ ଲୋକମାନେ ମହମ୍ମଦ ୟୁନୁସଙ୍କ ନୀତିରେ ଖୁସି ନୁହଁନ୍ତି । ବାଂଲାଦେଶରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଭାରତ ପ୍ରତି ଘୃଣାର ନିଆଁରେ ସେଠାକାର ଅନ୍ତରୀଣ ସରକାର ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ରୋକିବାରେ ବିଫଳ ହୋଇଛନ୍ତି। ସମଗ୍ର ଦେଶରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଛି। ସବୁସ୍ଥାନରେ ଅରାଜକ ତତ୍ତ୍ୱଙ୍କର ପ୍ରାଧାନ୍ୟ ରହିଛି। ପୁଲିସ କିମ୍ବା ପ୍ରଶାସନ ନାମକ … Continue reading ବାଂଲାଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ୟୁନୁସଙ୍କ ବିରୋଧରେ ବିଦ୍ରୋହର ସ୍ୱର