ଜଣାପଡ଼ିଲା କାହିଁଖି ଖପ୍ପା ଅଛନ୍ତି ବାଂଲାଦେଶ ସେନାମୁଖ୍ୟ, ୟୁନୁସ ଆଇଏସଆଇ ସହ ମିଶି କରୁଛନ୍ତି ଷଡ଼ଯନ୍ତ୍ର

Muhammad Yunus News: ନିକଟରେ ବାଂଲାଦେଶ ସେନା ମୁଖ୍ୟ ୱାକର ଉଜ୍ ଜମାଁ ମହମ୍ମଦ ୟୁନୁସ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେନାମୁଖ୍ୟ ବାରମ୍ବାର କଠୋର ବୟାନ ଦେଇ ନିର୍ବାଚିତ ସରକାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ପରିସ୍ଥିତି ବାଂଲାଦେଶ ପାଇଁ ଭଲ ନୁହେଁ ବୋଲି ସେ ବିଶ୍ୱାସ କରନ୍ତି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଉପରେ ବାଂଲାଦେଶ ସେନାମୁଖ୍ୟ ୱାକର ଉଜ୍ ଜମାଁ କିଛି ଦିନ ହେବ ଅସନ୍ତୁଷ୍ଟ ଅଛନ୍ତି। ଜମାଁ ଅନେକ … Continue reading ଜଣାପଡ଼ିଲା କାହିଁଖି ଖପ୍ପା ଅଛନ୍ତି ବାଂଲାଦେଶ ସେନାମୁଖ୍ୟ, ୟୁନୁସ ଆଇଏସଆଇ ସହ ମିଶି କରୁଛନ୍ତି ଷଡ଼ଯନ୍ତ୍ର