ଓଡ଼ିଶା ମନ୍ତ୍ରିମଣ୍ଡଳର ରୂପରେଖ ସ୍ଥିର କରିବ ବଙ୍ଗଳା ବାଜି || Bangla Baji will decide the outline of the Odisha cabinet

ଓଡ଼ିଶା ରାଜନୀତିର ପାରଦ ଏବେ ଶୀର୍ଷରେ। ଗୋଟିଏ ପଟେ ପଡ଼ୋଶୀ ପଶ୍ଚିମବଙ୍ଗରେ ‘ଦିଦି’ ବନାମ ‘ଦାଦା’ର ଲଢ଼େଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାର କମ୍ପନ ଏବେ ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶାର ଶାସକ କ୍ୟାମ୍ପରେ ଅନୁଭୂତ ହେଲାଣି। ମେ’ ପହିଲାରେ ବଙ୍ଗଳା ନିର୍ବାଚନ ଶେଷ ହେବାକୁ ଥିବାବେଳେ ମେ’ ୪ ତାରିଖର ଫଳାଫଳ କେବଳ କୋଲକାତାର ଭାଗ୍ୟ ନୁହେଁ, ବରଂ ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଅନେକ ନେତାଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ। ଏହି ଯୁଦ୍ଧର ଫଳାଫଳ ଏକାଧିକ … Continue reading ଓଡ଼ିଶା ମନ୍ତ୍ରିମଣ୍ଡଳର ରୂପରେଖ ସ୍ଥିର କରିବ ବଙ୍ଗଳା ବାଜି || Bangla Baji will decide the outline of the Odisha cabinet