କଦଳୀ ଫୁଲ ଖାଇଲେ କ’ଣ ଲାଭ ମିଳିଥାଏ

Banana Flower: କଦଳୀ ଫୁଲ ଖାଇଲେ ଡାଇବେଟିସ୍‌ ରୋଗୀଙ୍କର ସୁଗାର ସ୍ତର କମ୍‌ ହୋଇଥାଏ। ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍‌ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ତା’ସହିତ ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ସମସ୍ୟା ମଧ୍ୟ କମ୍‌ ହୋଇଥାଏ। କଦଳୀ ଫୁଲ ଖାଇବା ଦ୍ଵାରା ଆପଣଙ୍କ ଅନେକ ରୋଗ ଦୂର ହୋଇପାରେ। ଯେପରି ଡାଇବେଟିସ, ଡିପ୍ରେଶନ ତଥା ଆନେମିଆ ଆଦି ରୋଗ ମାନଙ୍କ ଠାରୁ ଏହା … Continue reading କଦଳୀ ଫୁଲ ଖାଇଲେ କ’ଣ ଲାଭ ମିଳିଥାଏ