Balangiri rape ।। ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ , ଭିଡ଼ି ଭାଇରାଲ

ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ସୀମାରେ ଏକ ନବମ ଶ୍ରେଣୀର ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ପରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଭିଡିଓ ଭାଇରାଲ ହେବା ପରେ ୬ ନାବାଳକଙ୍କୁ ଗିରଫ କରାଯାଇଛି। ଏହା ସହ ଏସପି ଅଭିଳାଷ ଜି ଏବଂ ଉତ୍ତରାଞ୍ଚଲ ଡିଆଇଜି ହିମାଂଶୁ ଲାଲ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚାଲୁଛନ୍ତି। ଗତକାଲି ରାତିରେ ପୀଡ଼ିତାଙ୍କ ବାପା ତୁରେକେଲା ଥାନାରେ ଏତଲା ଦେଇଥିଲେ। ଘଟଣା ଡିସେମ୍ବରରେ ଘଟିଥିବା ସମୟରେ, ଅଭିଯୁକ୍ତମାନେ … Continue reading Balangiri rape ।। ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ , ଭିଡ଼ି ଭାଇରାଲ