ରାଜ୍ୟସଭା ରଣକ୍ଷେତ୍ରରେ ‘ବାଲାଟ୍’ ବିବାଦ: ଉପାସନାଙ୍କୁ ଦ୍ୱିତୀୟ ସୁଯୋଗ || ‘Balaat’ controversy in Rajya Sabha constituency: A second chance for worship

ରାଜ୍ୟସଭା ରଣକ୍ଷେତ୍ରରେ ‘ବାଲାଟ୍’ ବିବାଦ: ଉପାସନାଙ୍କୁ ଦ୍ୱିତୀୟ ସୁଯୋଗ, ନବୀନଙ୍କ ସଙ୍ଗୀନ ଅଭିଯୋଗ ଓ ନିୟମର ଜାଲ   ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଚାଲିଥିବା ମତଦାନ ପ୍ରକ୍ରିୟା ଆଜି ଏକ ଭିନ୍ନ ମୋଡ଼ ନେଇଛି। ବିଧାନସଭା ପରିସରରେ ମତଦାନ ଚାଲିଥିବା ବେଳେ ବ୍ରହ୍ମଗିରି ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ସୃଷ୍ଟି ହୋଇଛି ତୀବ୍ର ରାଜନୈତିକ ଝଡ଼। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ‘ଅଗଣତାନ୍ତ୍ରିକ’ ବୋଲି କହିବା ସହ ନିର୍ବାଚନ … Continue reading ରାଜ୍ୟସଭା ରଣକ୍ଷେତ୍ରରେ ‘ବାଲାଟ୍’ ବିବାଦ: ଉପାସନାଙ୍କୁ ଦ୍ୱିତୀୟ ସୁଯୋଗ || ‘Balaat’ controversy in Rajya Sabha constituency: A second chance for worship