ଆସୁଛି ‘ବ୍ୟାଡ଼ଆସ ରବି କୁମାର’…

Badass Ravi Kumar: ହିମେଶ ରେଶମିଆଙ୍କ ନୂଆ ଫିଲ୍ମ ‘ବ୍ୟାଡ଼ଆସ ରବି କୁମାର’ର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ତାଙ୍କ ଷ୍ଟାଇଲ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିୟାଙ୍କୁ ଏପର୍ଯ୍ୟନ୍ତ ପରଦାରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି, କିନ୍ତୁ ‘ବ୍ୟାଡ଼ଆସ ରବି କୁମାର‘ରେ ସେ ବହୁତ ଭୟଙ୍କର ଅବତାର ନେଇଛନ୍ତି। କେତେବେଳେ ସେ ଗାଜର ଓ ମୂଳା ଭଳି ଶତ୍ରୁ କାଟୁଛନ୍ତି ତ ଆଉ କେତେବେଳେ କୋଠା ଉପରେ ଦୌଡୁଥିବାର … Continue reading ଆସୁଛି ‘ବ୍ୟାଡ଼ଆସ ରବି କୁମାର’…