ବଢ଼ିବ ପଛୁଆବର୍ଗ ଟେନ୍‍ସନ, କ’ଣ କରିବେ ନେତା?

OBC Politics: ୨୦୨୩ ମସିହାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିସନଙ୍କ ଦ୍ୱାରା ଆତ୍ମଘୋଷିତ ସର୍ଭେ ଅନୁଯାୟୀ ରାଜ୍ୟରେ ୩୯.୩୧% ଓବିସି/ଏସ୍‌ଇବିସି ବର୍ଗର ଲୋକ ଅଛନ୍ତି। ଏଥିରୁ ମାତ୍ର ୨.୮% ସରକାରୀ ଚାକିରି ଓ ୧.୩% ବୃତ୍ତିଗତ ଚାକିରି କରିଛନ୍ତି। ଅନ୍ୟାନ୍ୟ କ୍ଷେତ୍ରରେ ୨୫.୨% ନିୟୋଜିତ ଅଛନ୍ତି। ୧୯.୩% ନିଜ ଜମିରେ ଚାଷ କରୁଛନ୍ତି। ଏହି ସର୍ଭେ ଦର୍ଶାଇଛି ଯେ ଏବେ ବି ପଛୁଆବର୍ଗର ଲୋକମାନେ ଶିକ୍ଷା ଏବଂ ସାମାଜିକ କ୍ଷେତ୍ରରେ ପଛୁଆ ରହିଛନ୍ତି। ରାଜ୍ୟରେ ୫୪% ଓବିସି … Continue reading ବଢ଼ିବ ପଛୁଆବର୍ଗ ଟେନ୍‍ସନ, କ’ଣ କରିବେ ନେତା?