ଭାରତର ନୂଆ ଅସ୍ତ୍ର ‘ବେବି ବ୍ରହ୍ମୋସ’ ପାକିସ୍ତାନ ଓ ଚୀନ ପାଇଁ କାଳ! ।। Baby BrahMos

ଭାରତୀୟ ସେନା ଏବେ ଏକ ନୂଆ ରଣନୀତି ଉପରେ କାମ କରୁଛି। ପୂର୍ବରୁ ପାକିସ୍ତାନ କିମ୍ବା ଚୀନକୁ ଜବାବ ଦେବା ପାଇଁ ଆମ ପାଖରେ ବିଶାଳକାୟ ‘ବ୍ରହ୍ମୋସ’ ମିସାଇଲ୍ ଥିଲା, କିନ୍ତୁ ଏବେ ଭାରତ ‘ବେବି ବ୍ରହ୍ମୋସ’ ନିର୍ମାଣ କରିବାକୁ ଯାଉଛି। କଣ ଏହି ବେବି ବ୍ରହ୍ମୋସ? କାହିଁକି ଭାରତ ଏହି କ୍ଷୁଦ୍ର ମିସାଇଲ୍ ତିଆରି କରୁଛି? ଏବଂ ଭବିଷ୍ୟତ ଯୁଦ୍ଧରେ ଏହା କିପରି ଶତ୍ରୁର ମେରୁଦଣ୍ଡ ଭାଙ୍ଗିବ, ସେ ବିଷୟରେ ଆଜିର ଏହି ଭିଡିଓରେ ଆମେ … Continue reading ଭାରତର ନୂଆ ଅସ୍ତ୍ର ‘ବେବି ବ୍ରହ୍ମୋସ’ ପାକିସ୍ତାନ ଓ ଚୀନ ପାଇଁ କାଳ! ।। Baby BrahMos