ସୂଚନା କମିଶନ ନିଯୁକ୍ତିରେ ବାବୁ ପ୍ରୀତି; ଅମଲାଙ୍କ ଚକ୍ରବ୍ୟୁହରେ ଓଡ଼ିଶା ତନ୍ତ୍ର-୨

ରାଜ୍ୟ ସରକାର କିପରି ଅମଲାଙ୍କ ଚକ୍ରବ୍ୟୁହରେ ପଡ଼ିଛି ତାହାର ଆଉ ଗୋଟିଏ ଉଦାହରଣ ଆଜି ଆଲୋଚନା କରିବା। ଏମିତି ଏକ ଚକ୍ରବ୍ୟୁହରେ ପଡ଼ି କିପରି ରାଜ୍ୟ ସରକାର ଆଇଏଏସ୍‍ ଅଧିକାରୀ ପ୍ରଦୀପ ଜେନାଙ୍କୁ ଅବସର ପରେ ଓଇଆର୍‍ସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ ତାହା ଆଲୋଚନା କରିଥିଲେ। ଆଜି ଆପଣଙ୍କୁ କିପରି ରାଜ୍ୟରେ ମୁଖ୍ୟ ସୂଚନା କମିଶନ ନିଯୁକ୍ତିଠାରୁ ଆରମ୍ଭ କରି ସୂଚନା କମିଶନ ନିଯୁକ୍ତିରେ ବାବୁ ବ୍ୟୁହ ରହିଛି, ତାହା ଆଲୋଚନା … Continue reading ସୂଚନା କମିଶନ ନିଯୁକ୍ତିରେ ବାବୁ ପ୍ରୀତି; ଅମଲାଙ୍କ ଚକ୍ରବ୍ୟୁହରେ ଓଡ଼ିଶା ତନ୍ତ୍ର-୨