ବୁଲଗେରିଆନ୍ ରହସ୍ୟବାଦୀ ବାବା ଭାଙ୍ଗା ୨୦୨୬ ମସିହାରେ ଏକ ବଡ଼ “କ୍ୟାଶ୍ କ୍ରଶ” ହେବ ବୋଲି ଭବିଷ୍ୟବାଣୀ କରିଥିବା କୁହାଯାଏ । ଯାହା ଫଳରେ ସୁନା ମୂଲ୍ୟରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ଘଟିବ। କୁହାଯାଏ ଯେ ଏକ ବଡ଼ ଆର୍ଥିକ ସମସ୍ୟା ଯୋଗୁଁ ଆସନ୍ତା ବର୍ଷ ସୁନା ମୂଲ୍ୟ ଆକାଶଛୁଆଁ ହେବ। ଭାରତରେ ସୁନା ମୂଲ୍ୟ ରେକର୍ଡ ଉଚ୍ଚତାକୁ ବୃଦ୍ଧି ପାଇଛି, ପ୍ରତି ୧୦ ଗ୍ରାମ ୧.୨୩ ଲକ୍ଷ ଟଙ୍କା ଛୁଇଁଛି। ବାବା ଭାଙ୍ଗାଙ୍କ ପାଖରେ ବଡ଼ ଧରଣର … Continue reading Baba Bhanga predictions for gold price in 2026 ।। ୨୦୨୬ ମସିହାରେ ସୁନା ମୂଲ୍ୟ ପାଇଁ ବାବା ଭାଙ୍ଗା ଭବିଷ୍ୟବାଣୀ
Copy and paste this URL into your WordPress site to embed
Copy and paste this code into your site to embed