ମାତ୍ର ୫ ଦିନରେ ଅନ୍ତର୍ଦ୍ଧାନ ହେଲେ ବାବା ବରଫାନୀ ! ଭୁଟାନ ଭଳି ପରିବେଶ ନୀତି ପାଇଁ ବିଶେଷଜ୍ଞଙ୍କ ଦାବି || Baba Barfani disappeared in just 5 days! Experts demand Bhutan-like environmental policy

ଜମ୍ମୁ-କଶ୍ମୀରରେ ଚାଲିଥିବା ପ୍ରସିଦ୍ଧ ଅମରନାଥ ଯାତ୍ରା ମଧ୍ୟରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଉପାୟରେ ନିର୍ମିତ ହେଉଥିବା ବରଫର ଶିବଲିଙ୍ଗ ବା ‘ବାବା ବରଫାନୀ’ ଯାତ୍ରା ଆରମ୍ଭର ମାତ୍ର ୫ ଦିନ ମଧ୍ୟରେ ପ୍ରାୟ ୯୦% ପର୍ଯ୍ୟନ୍ତ ତରଳି ଯାଇଛନ୍ତି। ଜୁଲାଇ ୩ ତାରିଖରୁ ଏହି ବାର୍ଷିକ ଯାତ୍ରା ଆରମ୍ଭ ହୋଇଥିବା ବେଳେ ବାବା ବରଫାନୀଙ୍କର ଏଭଳି ଦ୍ରୁତ ଅନ୍ତର୍ଦ୍ଧାନ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିବା ସହ ପରିବେଶବିତ୍‌ମାନଙ୍କ ମଧ୍ୟରେ ଗଭୀର … Continue reading ମାତ୍ର ୫ ଦିନରେ ଅନ୍ତର୍ଦ୍ଧାନ ହେଲେ ବାବା ବରଫାନୀ ! ଭୁଟାନ ଭଳି ପରିବେଶ ନୀତି ପାଇଁ ବିଶେଷଜ୍ଞଙ୍କ ଦାବି || Baba Barfani disappeared in just 5 days! Experts demand Bhutan-like environmental policy