ଜେଇ ପଦବୀ ପାଇଁ ବିଟେକ ଡିଗ୍ରୀଧାରୀ ଆବେଦନ କରିପାରିବେ ନାହିଁ: ଓଡ଼ିଶା ହାଇକୋର୍ଟ

B.Tech Degree : ୨୦୨୩ ପାଇଁ ଡିସେମ୍ବର ୨୦୨୩ରେ ବିଜ୍ଞାପନ ଜାରି କରିବା ପରେ ବିଟେକ ଡିଗ୍ରୀଧାରୀ ପ୍ରାର୍ଥୀମାନେ ଏହି ପିଟିସନ ଦାଖଲ କରିଥିଲେ। ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ବିଭିନ୍ନ ସରକାରୀ ବିଭାଗରେ କନିଷ୍ଠ ଯନ୍ତ୍ରୀ (ଜେଇ) ପଦପାଇଁ ଚୟନ ପ୍ରକ୍ରିୟାରେ ଆବେଦନ କରିପାରିବେ ନାହିଁ କିମ୍ବା ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜେଇ ପଦବୀ ପାଇଁ ପ୍ରାର୍ଥୀଙ୍କ ଇଞ୍ଜିନିୟରିଂରେ ଡିପ୍ଲୋମା ରହିବା ଆବଶ୍ୟକ ବୋଲି … Continue reading ଜେଇ ପଦବୀ ପାଇଁ ବିଟେକ ଡିଗ୍ରୀଧାରୀ ଆବେଦନ କରିପାରିବେ ନାହିଁ: ଓଡ଼ିଶା ହାଇକୋର୍ଟ