ବିମାନର କେଉଁ ସିଟ୍ ସବୁଠାରୁ ସୁରକ୍ଷିତ ? କେଉଁଠାରେ ବସିଲେ ଦୁର୍ଘଟଣା ପରିସ୍ଥିତିରେ ବଞ୍ଚିବାର ଅଛି ସମ୍ଭାବନା

Plane Crash Survival: ଦକ୍ଷିଣ କୋରିଆରେ ଏକ ବିମାନ ଦୁର୍ଘଟଣାରେ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ କାଜାଖସ୍ତାନ ନିକଟରେ ଏକ ବିମାନ ଦୁର୍ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଯେଉଁମାନେ ବଞ୍ଚିଯାଇଥିଲେ ସେମାନଙ୍କ ମଧ୍ୟରେ ବିମାନ ପଛରେ ବସିଥିବା ଲୋକ ମଧ୍ୟ ଥିଲେ। ସପ୍ତାହକ ମଧ୍ୟରେ ଦୁନିଆରେ ଦୁଇଟି ବିମାନ ଦୁର୍ଘଟଣା ଘଟିଛି। ଡିସେମ୍ବର ୨୫ରେ କାଜାଖସ୍ତାନର ଅକ୍ତାଉ ନିକଟରେ ଆଜରବାଇଜାନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ୬୭ … Continue reading ବିମାନର କେଉଁ ସିଟ୍ ସବୁଠାରୁ ସୁରକ୍ଷିତ ? କେଉଁଠାରେ ବସିଲେ ଦୁର୍ଘଟଣା ପରିସ୍ଥିତିରେ ବଞ୍ଚିବାର ଅଛି ସମ୍ଭାବନା