Azam against Akhilesh ।। ଅଖିଳେଶଙ୍କ ବିରୋଧରେ ଆଜମ୍‍

ଯାହା ଆଶା କରାଯାଉଥିଲା ତାହା ଘଟୁଛି। ସମାଜବାଦୀ ପାର୍ଟିର ଅସନ୍ତୁଷ୍ଟ ନେତା ଆଜମ୍‍ ଖାନ୍‍ ଜେଲରୁ ବାହାରିଲେ ଆଉ ଦଳରେ ନ ରହି ଅନ୍ୟ ଦଳକୁ ଯାଇ ରାଜନୀତି କରିବେ। ଏହି କଥା ଏବେ ଧୀରେ ଧୀରେ ପ୍ରମାଣିତ ହେବାରେ ଲାଗିଲାଣି। ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଯେଉଁ କଥା କହୁଛନ୍ତି, ତାହାକୁ ଆଜମ୍‍ ଖାନ୍‍ ବିରୋଧ କରିବା ଆରମ୍ଭ କରିଛନ୍ତି। ଏପରି ଆଜମ୍‍ ଖାନ୍‍ ପୂର୍ବ ଭଳି କଟ୍ଟର ମୁସଲମାନ ନ ହୋଇ ହିନ୍ଦୁମାନଙ୍କୁ … Continue reading Azam against Akhilesh ।। ଅଖିଳେଶଙ୍କ ବିରୋଧରେ ଆଜମ୍‍