ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା :ସ୍ଵ ସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ବି ଖୁବଶୀଘ୍ର ଲାଗୁ ହେବ ବୋଲି କହିଛନ୍ତି ସ୍ଵ।ସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଇଟି ଇଣ୍ଟିଗ୍ରେସନରେ ସମୟ ଲାଗୁଛି । ପୂର୍ବରୁ ଅନୁବନ୍ଧିତ ହସ୍ପିଟାଲ ଗୁଡିକରେ ଯେଉଁ ସଫ୍ଟୱେୟାର ଥିଲା ସେଗୁଡିକୁ ଆଇଟି ଇଣ୍ଟିଗ୍ରେସନ ଜରିଆରେ ନୂଆ ସଫ୍ଟୱେୟାରେ ଲୋଡ୍ କରାଯାଉଛି । ଏବେ କାର୍ଡ ପ୍ରିଣ୍ଟ ଚାଲିଛି ବୋଲି କହିଛନ୍ତି ସ୍ଵ।ସ୍ଥ୍ୟମନ୍ତ୍ରୀ । Also read https://purvapaksa.com/odisha-construction-of-jayadev-vihar-nandankanan-flyover-in-bhubaneswar-soon/ ଭୁବନେଶ୍ୱରରେ ଜୟଦେବ … Continue reading ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା :ସ୍ଵ ସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
Copy and paste this URL into your WordPress site to embed
Copy and paste this code into your site to embed