ଗରିବ ତଥା ଅସହାୟ ରୋଗୀଙ୍କୁ ମାଗଣା ଓ କ୍ୟାସ୍ଲେସ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ବଡ଼ ଧରଣର ଅନିୟମିତତା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏବେ ରାଜ୍ୟ ସରକାରଙ୍କ ସ୍କାନର୍କୁ ଆସିଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ରୋଗୀ ସେବା ପ୍ରଦାନ ଓ ବିଲିଂରେ ଅନିୟମିତତା … Continue reading କିମ୍ସ ହସ୍ପିଟାଲ୍ କୁ ଆୟୁଷ୍ମାନ ଭାରତ ଓ ବିଏସ୍କେୱାଇ/ଜିଜେଏୱାଇ ଅନିୟମିତତା ନେଇ କାରଣ ଦର୍ଶାଅ ନୋଟିସ୍ || Ayushman Bharat and BSKW/GJW issues show cause notice to KIMS Hospital over irregularities
Copy and paste this URL into your WordPress site to embed
Copy and paste this code into your site to embed