ବର୍ଷକୁ ଏତେ ଟଙ୍କା ଦାନ ଦେଉଛନ୍ତି ଭକ୍ତମାନେ…

Ram Mandir: ଦିନକୁ ଦିନ ଅଯୋଧ୍ୟାରେ ରାମଲଲାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଲୋକମାନେ ଅସୁଛନ୍ତି । ସବୁବେଳେ ତାଙ୍କ ଦରବାରରେ ଭକ୍ତମାନଙ୍କର ଜବରଦସ୍ତ ଭିଡ଼ ଦେଖିବାକୁ ମିଳୁଛି । ଅନ୍ୟପଟେ ମହାକୁମ୍ଭ ପାଇଁ ରାମ ମନ୍ଦିରରେ ଲକ୍ଷ ଲକ୍ଷ ଲୋକ ଦର୍ଶନ ପାଇଁ ପହଁଚୁଛନ୍ତି । ପ୍ରାଣ ପ୍ରତିଷ୍ଠା ପର ଠାରୁ ଏବେ ପର୍ଯ୍ୟନ୍ତ ରାମଲଲାଙ୍କୁ ତାଙ୍କ ଭକ୍ତମାନେ ମନଖୋଲି ଦାନ କରିଛନ୍ତି । ଚାହୁଁ … Continue reading ବର୍ଷକୁ ଏତେ ଟଙ୍କା ଦାନ ଦେଉଛନ୍ତି ଭକ୍ତମାନେ…