Author: Samir Rout

ଆଇସିସି ୨୦୦୪ମସିହାରୁ ପ୍ରତିବର୍ଷ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରୁଛି। ୨୦ବର୍ଷ ମଧ୍ୟରେ ୬ଜଣ ଭାରତୀୟ ଖେଳାଳି ଶ୍ରେଷ୍ଠ ଟେଷ୍ଟ ଖେଳାଳି ପୁରସ୍କାର ପାଇ ସାରିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ୬୨୯ଟି ୱିକେଟ ନେଇଥିବା ଅନୀଲ କୁମ୍ବଲେ, ବିଶ୍ୱର ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ସଚିନ ତେନ୍ଦୁଲକର, ଭାରତକୁ ଐତିହାସିକ ଟେଷ୍ଟ କୋଲକାତା ଟେଷ୍ଟ ଜିତାଇଥିବା ଭିଭିଏସ ଲକ୍ଷ୍ମଣ ଓ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଏହି ପୁରସ୍କାର ପାଇନାହାନ୍ତି। ତେବେ କେଉଁ ଭାରତୀୟ ଖେଳାଳିମାେନ ଏହି ପୁରସ୍କାର ପାଇଛନ୍ତି, ଆସନ୍ତୁ ଜାଣିବା। ରାହୁଲ ଦ୍ରାବିଡ଼ଙ୍କୁ ଯଶପ୍ରୀତ ବୁମରା: ଆଇସିସି ଶ୍ରେଷ୍ଠ ଟେଷ୍ଟ କ୍ରିକେଟର୍ ପୁରସ୍ଜିକାର ଜିତିଥିବା ଭାରତୀୟ ଖେଳାଳି ଆଇସିସି ପକ୍ଷରୁ ୨୦୨୪ ପାଇଁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ମନୋନୀତ କରାଯାଇଛି। ବୁମରା ଗତବର୍ଷ ବିଶ୍ୱର ଶ୍ରେଷ୍ଠ ବୋଲର ସାବ୍ୟସ୍ତ ହୋଇଥିଲେ। ଟେଷ୍ଟ କ୍ରିକେଟରେ…

Read More