Author: Samir Rout

India will create AI model.ଭାରତ ନିଜର ଏଆଇ ମଡେଲ ଘୋଷଣା କରି ଆମେରିକାକୁ କଡ଼ା ଜବାବ ଦେବାକୁ ଯୋଜନା କରିଛି। ଓପନ୍ ଏଆଇର ସାମ୍ ଅଲ୍ଟମ୍ୟାନ୍ ଭାରତର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ, ଯାହାର ଉତ୍ତରରେ ଭାରତ ୧୦ ମାସ ମଧ୍ୟରେ ଏହାର ଏଆଇ ମଡେଲ୍ ବିକଶିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭାରତ ବିଶ୍ୱାସ କରେ ଯେ ଏଆଇ ମଡେଲ ତିଆରି କରିବା ପାଇଁ ଏକ ବିଲିୟନ ଡଲାର ର ଆବଶ୍ୟକତା ନାହିଁ । ଡିପ୍‍ସିକ୍‍ ଭଳି ଏଆଇ ମଡେଲ ପ୍ରସ୍ତୁତ କରିବ ଭାରତ ଆମେରିକା ଅପମାନର ପ୍ରତିଶୋଧ ନେବ ଡିଆରଡିଓର ଘୋଷଣା: ୧୦ମାସରେ ପ୍ରସ୍ତୁତ ପ୍ରସ୍ତୁତ ହେବ ମଡେଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଏକଛତ୍ରବାଦ ପାଇଁ ଲଢ଼େଇ କରୁଛନ୍ତି ଆମେରିକା ଓ ଚୀନ୍ । ଆମେରିକାର ଏଆଇ କମ୍ପାନୀ ଓପନଏଆଇକୁ ରିୟଲିଟି ଚେକ୍ ଦେଇଛି ଚୀନର ଏକ ଛୋଟ ଷ୍ଟାର୍ଟଅପ୍ ଡିପ୍ସିକ୍ । ଏବେ ଭାରତ ମଧ୍ୟ…

Read More