Author: Samir Rout

ଜୀବନର ସବୁ ସ୍ୱତନ୍ତ୍ର ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କ୍ୟାମେରାର ଆବଶ୍ୟକତା ବଢିଯାଇଛି। ମୋବାଇଲରେ ବିଶେଷ ସମୟକୁ ତୋଳି ସବୁ ଦିନ ପାଇଁ ସାଇତି ରଖିବାକୁ କିଏ ବା ଭଲ ନପାଏ ! ଘରୁ ବାହାରି ଗଲେ ଅନ୍‍ ହୋଇଯାଏ ମୋବାଇଲର କ୍ୟାମେରା। ସେଲଫି ଠୁ ଆରମ୍ଭ କରି ସର୍ଟ ଓ ରିଲ୍ସ ବନାଇବା ତ ଆଜି କାଲିର ଯୁବ ପିଢ଼ିଙ୍କ ଦୈନନ୍ଦିନ କାର୍ଯ୍ୟ। ଏକଦା ଫଟୋ ଷ୍ଟୁଡ଼ିଓ ଓ କ୍ୟାମେରା ଥିଲା ଲୋକଙ୍କ ପ୍ରଥମ ପସନ୍ଦ। ଆଜି କାଲି ମୋବାଇଲ ହିଁ ଯେଥଷ୍ଟ। କିନ୍ତୁ କିଛି ପ୍ରକୃତି ପ୍ରେମୀ କ୍ୟାମେରାକୁ ଦୂରେଇପାରି ନାହାନ୍ତି। ଟ୍ରାଭେଲ ବ୍ଲଗର, ବାଇକ ରାଇଡରଙ୍କ ପ୍ରଥମ ପସନ୍ଦ ଭିଡ଼ିଓ କ୍ୟାମେରା। ହ୍ୟାକିଂ କିମ୍ବା କ୍ୟାମ୍ପିଂ କରିବାକୁ ପସନ୍ଦ କରୁଥିବା ଟ୍ରାଭେଲ ବ୍ଲଗରମାନେ ସାଙ୍ଗରେ ଗୋ’ ପ୍ରୋ କ୍ୟାମେରା ନେବାକୁ ପସନ୍ଦ କରନ୍ତି। ଏହା ପଛରେ ଯଥେଷ୍ଟ କାରଣ ରହିଛି। ଗୋ’ ପ୍ରାେ କ୍ୟାମେରା ଛୋଟ ଟ୍ରେଣ୍ଟି…

Read More