Author: Samir Rout

ଫେବ୍ରୁଆରୀ ୧ରୁ କାମ କରିବନି ୟୁପିଆଇ ଟ୍ରାଞ୍ଜାକସନ ଆଇଡି : ଏନପିସିଆଇ କହିଛି, ସମସ୍ତ ୟୁପିଆଇ ଟ୍ରାଞ୍ଜାକସନ ଆଇଡିରେ ୨୦୨୫ ଫେବ୍ରୁଆରି ପହିଲାରୁ କେବଳ ଆଲଫାନ୍ୟୁମେରିକ୍ ଅକ୍ଷର ରହିବା ଉଚିତ। କୌଣସି ୟୁପିଆଇ ଟ୍ରାଞ୍ଜାକସନ ID ଯେଉଁଥିରେ @, !, କିମ୍ୱା # ଭଳି ବିଶେଷ ଅକ୍ଷର ରହିପାରେ ତାହା ଟ୍ରାଞ୍ଜାକ୍ସନ ବିଫଳ ହେବ। ସଂକ୍ଷିପ୍ତରେ… ୨୦୨୫ ଫେବ୍ରୁଆରି ୧ ତାରିଖରୁ ସ୍ୱତନ୍ତ୍ର ଅକ୍ଷର ଥିବା ୟୁପିଆଇ ଟ୍ରାଞ୍ଜାକସନ ଆଇଡିକୁ ଆଉ ଅନୁମତି ମିଳିବ ନାହିଁ ଏନପିସିଆଇର ନୂଆ ନିୟମ ଅନୁଯାୟୀ ସମସ୍ତ ୟୁପିଆଇ ଟ୍ରାଞ୍ଜାକସନ ଆଇଡିକୁ କଡ଼ାକଡ଼ି କରାଯିବ ସ୍ୱତନ୍ତ୍ର ଅକ୍ଷର ଥିବା କୌଣସି ଟ୍ରାଞ୍ଜାକସନ ID ସିଷ୍ଟମ୍ ଦ୍ୱାରା ସ୍ୱତଃସ୍ପୃତ ଭାବେ ପ୍ରତ୍ୟାଖ୍ୟାନ ହେବ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଘୋଷଣା କରିଛି ଯେ ଆସନ୍ତା ୧ ତାରିଖରୁ ୟୁପିଆଇ ଟ୍ରାଞ୍ଜାକସନ ଆଇଡିରେ ଆଉ ସ୍ୱତନ୍ତ୍ର ଅକ୍ଷରଗୁଡ଼ିକୁ ଅନୁମତି ଦିଆଯିବ ନାହିଁ । ସମସ୍ତ ୟୁପିଆଇ…

Read More