Author: Samir Rout

The Skoda Kylaq: ସ୍କୋଡ଼ା ଇଣ୍ଡିଆ ପକ୍ଷରୁ ନିକଟରେ ଲଞ୍ଚ ହୋଇଛି ଏକ ନୂଆ ଏସୟୁଭି। ମାତ୍ର କିଛି ଦିନ ମଧ୍ୟରେ ୨୦,୦୦୦ ଗାଡ଼ି ପାଇଁ ବୁକିଂ ହୋଇସାରିଛି। ଏବେବି ଭାରତୀୟ ବଜାରରେ ଏହି ଗାଡ଼ି ପ୍ରେବଶ କରିନାହିଁ। ତଥାପି ଲୋକମାନେ ଏହି ଗାଡ଼ି କିଣିବା ପାଇଁ ପ୍ରବଳ ଆଗ୍ରହ ଦେଖାଉଛନ୍ତି।  ସୋରୁମ ରେ ଏହି ଗାଡ଼ି ଦେଖିବା ପାଇଁ ମଧ୍ୟ ଗହଳି ଲାଗି ରହୁଛି। କାରଣ ଉକ୍ତ କାର କମ୍ପାନୀ ଭାରତରେ ପ୍ରଥମ କରି କୌଣସି ଏସୟୁଭି ସେଗମେଣ୍ଟର ଗାଡ଼ି ଲଞ୍ଚ କରିବାକୁ ଯାଉଛି। କହି ପାରିେବ କି, ଏହି ଗାଡ଼ି କମ୍ପାନୀର ନାଁ? ୪ ମିଟରରୁ କମ୍ ଏହି କମ୍ପାକ୍ଟ ଏସୟୁଭିକୁ ନେଇ ଉତ୍କଣ୍ଠା ୨ମାସରେ ବୁକିଂ ହୋଇଛି ୨୦୦୦୦ ଗାଡ଼ି ସ୍କୋଡ଼ା ପକ୍ଷରୁ ଏହି ଗାଡ଼ିର ନାମ ରଖାଯାଇଛି କିଲାକ୍‍ ସ୍କୋଡା ଅଟୋ ଇଣ୍ଡିଆ ଗତ ଡିସେମ୍ବର ମାସ ୨ତାରିଖରେ ନୂଆ ସବ୍-୪ ମିଟର କମ୍ପ୍ୟାକ୍ଟ ଏସୟୁଭି,…

Read More