Author: Samir Rout

ସଡ଼କ ପ୍ରକଳ୍ପ ପାଇଁ ୨୬୦୦୦ କୋଟି ମଖାନା ବୋର୍ଡ, ପାଟନା ବିମାନ ବନ୍ଦର ସମ୍ପ୍ରସାରଣ ବିହଟା ବ୍ରାଉନଫିଲ୍ଡରେ ନୂଆ ଏୟାରପୋର୍ଟ ନିର୍ବାଚନ ବର୍ଷରେ ବଜେଟରେ ବିହାରକୁ ମିଳିଛି ବଡ ଫାଇଦା ଆସନ୍ତା ନେଭମ୍ବରେର ବିହାରରେ ହେବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ସାଧାରଣ ବଜେଟ-୨୦୨୫ରେ ବିହାରବାସୀଙ୍କୁ ଖୁସି କରିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବିହାରବାସୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗଠୁ ଆରମ୍ଭ କରି ଶିକ୍ଷା, ରୋଜଗାର ଓ ସଡ଼କ, ବିମାନ ସୁବିଧାସବୁ ଯୋଗାଇ ଦେବା ପାଇଁ ବଜେଟରେ ଘୋଷଣା କରାଯାଇଛି। ଚଳିତ ବର୍ଷ ନିର୍ବାଚନ ଥିବାରୁ କେନ୍ଦ୍ର ବଜେଟ ୨୦୨୫ରେ ଅର୍ଥମନ୍ତ୍ରୀ ବିହାର ପାଇଁ ଏକ ମଖାନା ବୋର୍ଡ ଗଠନ ଏବଂ ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ଓ ପରିଚାଳନା ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ଓ ବିଜେପି ଶାସିତ ବିହାରରେ ନଭେମ୍ବରରେ ନିର୍ବାଚନ ହେବ। କେନ୍ଦ୍ର ବଜେଟ୍ ୨୦୨୫ ଉପସ୍ଥାପନ କରିବା…

Read More