Author: Sarasinee Subudhi

ସ୍ବୟଂ ସିଦ୍ଧ ଜୁନ ୧୨ ତାରିଖ ଗୁରୁବାର ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI-171 ଉଡ଼ାଣ ଭରିବାର ୩ ମିନିଟ ମଧ୍ୟରେ ଦୁର୍ଘଟଣା ଗସ୍ତ ହେବା ଫଳରେ ବ୍ୟାପକ ଧନଜୀବନର କ୍ଷୟକ୍ଷତି ଘଟିଛି । ଏହି ବିମାନରେ ଦୁଇଜଣ ପାଇଲଟଙ୍କ ସମେତ ୧୨ ଜଣ କ୍ରିୟୁ ମେମ୍ବର ଥିଲେ । ୨୩୦ ଯାତ୍ରୀ ଓ ୧୨ କ୍ରିୟୁ ମେମ୍ବରଙ୍କୁ ଯୋଡ଼ିଲେ ଏହି ସଂଖ୍ୟା ୨୪୨ ସ୍ପଷ୍ଟ ହୋଇଛି । ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ସମେତ ଏଥିରେ ଥିଲେ ୧୬୯ ଭାରତୀୟ ଯାତ୍ରୀ ବ୍ରିଟେନର ୫୩ ଓ ପର୍ତ୍ତୁଗାଲର ୭ ଜଣ ଯାତ୍ରୀ । ମୋଟ ୨୪୩ ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦ ସରଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଭାରତୀୟ ସମୟ ୧.୩୫ ମିନିଟରେ ବିମାନଟି ଉଡାଣ ଭରିଥିଲା । ୪…

Read More