Author: Sarasinee Subudhi

କାନ୍ଥରେ ଝୁଲୁଛି କାଳିଆର ଫଟୋ । ମନରେ ଅଜସ୍ର ଭକ୍ତି , ଭଙ୍ଗା କୁଡ଼ିଆଟେ ଭଳି ଦେଖାହେଉଥିଲେ ବି ଏହିଟା ହିଁ ତାଙ୍କ ପାଇଁ ଶ୍ରୀମନ୍ଦିର । ଦିନକୁ ରୋଜଗାର ଅତିବେଶିରେ ୧୦୦ଟଙ୍କା । ପାନ ଦୁଇ ଖଣ୍ଡ ଭାଙ୍ଗି ଆଜି ବି ହସି ହସି ଏହି ଭଙ୍ଗାଘରେ ଜୀବନ ବିତାନ୍ତି ରାଧାଭାଇନା ନା ଆହା କହିବାକୁ କିଏ ଅଛି ନା ସାହା ହେବାକୁ କାହାକୁ ଆଶା ଅଛି । ଯେମିତି ମିଳୁଛି ସେତିକିରେ ଖୁସି ରାଧା ଭାଇନା । ପିଲାଠୁ ବୁଢ଼ାଯାଏ ସମସ୍ତଙ୍କ ପାଇଁ ସେ ରାଧାଭାଇ । ଆଉ ରାଧା ଭାଇ ପାଇଁ ସାହାରା ହେଉଛି ଏହି କେଇ ଖଣ୍ଡ ଡବା । ବୟସ ୭୬ ପୁରି ୬ମାସ ଚାଲିଛି ନାଁ ରାଧା ମୋହନ ମିଶ୍ର ଭୁବନେଶ୍ୱର ୟୁନିଟ ୯ରେ ଏହି ଭଙ୍ଗା ଦୋକାନଟିରେ ପାନ ଖାଇ ପାନ ଖୁଆଇ ନିଜ ଜୀବନ ବିତାଉଛନ୍ତି । ଏମିତି ନୁହେଁ…

Read More